ଭୁବନେଶ୍ବର ଝାରପଡ଼ା ଜେଲ୍‌ର ବିଚାରାଧୀନ କଏଦୀ ମୃତ । ମୃତ କଏଦୀ ସୋଲନ ଇନ୍‌ ହୋଟେଲର ମାଲିକ କମଳାକାନ୍ତ ଦାସ । ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ । ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ

Facebook Comments

Leave a Reply

Your email address will not be published. Required fields are marked *