- ରାଜ୍ୟରେ ଗତ ୧୦ ବର୍ଷରେ ବିଦ୍ୟୁତ୍ ଆଘାତରେ ୯୧୨ ବ୍ୟକ୍ତି ଓ ୫୩୫ ଗାଈ ଗୋରୁଙ୍କ ମୃତ୍ୟୁ ହୋଇଛି । ବିଧାନସଭାରେ BJP ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରଶ୍ନରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉତ୍ତର
- ୱାଇ. ଜେଠ୍ୱା ହେଲେ କ୍ରାଇମ୍ବ୍ରାଞ୍ଚ ଏଡିଜି । କ୍ରାଇମ୍ବ୍ରାଞ୍ଚ ଏଡିଜି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ । ପୋଲିସ ଡିଜିଙ୍କ କାର୍ଯ୍ୟାଳୟରୁ ସୂଚନା । ଆଇନ ଶୃଙ୍ଖଳା ଏଡିଜି ଅଛନ୍ତି ୱାଇ. ଜେଠ୍ୱା