- ୮ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା ଗଞ୍ଜାମ ଆସିକା ପୋଲିସ । ୧୦ଟି ମାଉଜର, ୫୩ ରାଉଣ୍ଡ ଜୀବନ୍ତ ଗୁଳି, ୧୨ ବୋମା ଜବତ । ୪ଟି ବାଇକ୍ ଓ ବିଭିନ୍ନ ମାରଣାସ୍ତ୍ର ଜବତ କଲା ଆସିକା ପୋଲିସ
- କାର୍ତ୍ତିକ ପୂର୍ଣ୍ଣିମା ଦୃଷ୍ଟିରୁ ପୁରୀରେ କଡ଼ା ସୁରକ୍ଷା । ଶ୍ରୀମନ୍ଦିର ନିକଟକୁ ମାର୍କେଟ ଛକରୁ ୪ ଚକିଆ ଯାନ ବନ୍ଦ । ମରଚିକୋଟ ଛକ ନିକଟରୁ ୨ ଚକିଆ ଯାନ ବନ୍ଦ। ସମୁଦ୍ର ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀ ନିକଟରେ କଟକଣା। ଏନ୍ଫୋର୍ସମେଣ୍ଟ ପାଇଁ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଜଣେ ଅତିରିକ୍ତ SP, ୭ DSP ଓ ୫୦ ଅଫିସର ନିୟୋଜିତ ହେବେ