ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳରେ ନକଲି ମଦ କାରଖାନା ଠାବ । ତୃପ୍ତି ନଗରର ଏକ ଘରେ ଚାଲିଥିବା କାରଖାନାରେ ଅବକାରୀ ଚଢ଼ାଉ । ୩୦୦ ଲିଟରରୁ ଅଧିକ ବିଦେଶୀ ମଦ ଓ ଲେବଲ ଜବତ, ୫ ଗିରଫ

Facebook Comments

Leave a Reply

Your email address will not be published. Required fields are marked *