- ଆଗାମୀ ୨-୩ ଦିନ ଧରି ୮ ଜିଲ୍ଲାରେ ବଢ଼ିବ ତାତି । ହାରାହାରି ସର୍ବାଧିକ ତାପମାତ୍ରାଠାରୁ ୫ ଡିଗ୍ରୀ ଯାଏ ବଢ଼ିପାରେ ତାତି । ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର, ଅନୁଗୁଳ ଓ ମୟୂରଭଞ୍ଜରେ ବଢ଼ିବ ତାତି । ଦିନ ୧୧ଟାରୁ ୩ଟା ଯାଏ ସତର୍କ ରହିବାକୁ ପରାମର୍ଶ ଦେଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର
- ବ୍ରହ୍ମପୁର: ଆନ୍ଧ୍ରକୁ ବାଲି ଚୋରାଚାଲାଣ ବେଳେ ୨୧ଟି ଟ୍ରକ ଜବତ, ମିଳିତ ଚଢ଼ାଉ ବେଳେ ଏନ୍ଏନ୍-୧୬ରୁ ୨୧ଟି ଟ୍ରକ ଜବତ କଲା ପୁଲିସ; ଛତ୍ରପୁର, ଚମାଖଣ୍ଡି, ପୁରସ୍ତମପୁର ଓ ଗଞ୍ଜାମ ପୁଲିସ ଚଢ଼ଉ କରି ଧରିଲା