କଟକ ସଦର ଥାନା ଅଞ୍ଚଳରେ ନକଲି ଚା’ ପତି ଫ୍ୟାକ୍ଟ୍ରି ଠାବ । ମୁକାମେଶ୍ୱର ଗାଁରୁ ନକଲି ଚା’ ଫ୍ୟାକ୍ଟ୍ରି ଠାବ । ବିପୁଳ ପରିମାଣର ନକଲି ଚା’ ପତି ସହ ନାମୀଦାମୀ କମ୍ପାନିର ଷ୍ଟିକର ଜବତ । ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା ।

Facebook Comments

Leave a Reply

Your email address will not be published. Required fields are marked *