- ଜଗତସିଂହପୁର ତିର୍ତ୍ତୋଲ ଆସନରେ ଗୋଟିଏ ବୁଥ୍ରେ ମତଦାନରେ ବିଳମ୍ବ । ୧୭୭(କ) ବୁଥ୍ରେ ପୋଲିଂ କର୍ମଚାରୀ ବିଳମ୍ବରେ ଆସିଥିବା ଅଭିଯୋଗ
- ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ଆତଙ୍କବାଦୀ ଆକ୍ରମଣ । ହୋଟେଲରେ ପଶି ଆଖିବୁଜା ଗୁଳି କଲେ ଆତଙ୍କବାଦୀ । ଆତଙ୍କବାଦୀ ଆକ୍ରମଣରେ ୭ମୃତ, ୧୫ରୁ ଅଧିକ ଆହତ । ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ଜଣେ ଆତଙ୍କବାଦୀ ନିହତ ।