- ବ୍ରହ୍ମପୁର ବଡ଼ବଜାରରେ ହନୁମାନ ପଇସା ଠକେଇର ପର୍ଦ୍ଦାଫାସ, ହନୁମାନ ପଇସା ଦେବା ନାଁରେ ହୋଇଥିଲା ୨ କୋଟି ଟଙ୍କାର ଠକେଇ, ଠକେଇ ମାମଲାରେ ୭ ଗିରଫ, ୩ଟି ହନୁମାନ ପଇସା ଜବତ, ଦେଢ଼ଲକ୍ଷ ଟଙ୍କା, ବାଇକ୍, ସ୍ପିରିଟ୍ ଓ ଚୁମ୍ବକ ଜବତ କଲା ପୋଲିସ
- ଭୁବନେଶ୍ୱର ରମାଦେବୀ ବିଶ୍ବବିଦ୍ୟାଳୟରେ ପଢ଼ୁଥିଲେ ମୟୂରଭଞ୍ଜର ଝିଅ ଝରାଫୁଲ ନାୟକ ; ଶବ ମିଳିଲା ଯାଜପୁରରେ : ଦେଖନ୍ତୁ ସିସିଟିଭି ଫଟୋ ସହ ସମ୍ପୂର୍ଣ୍ଣ ରିପୋର୍ଟ