- ବାରାଣସୀ ଖିରକିୟା ଘାଟରେ CNG ଡଙ୍ଗା ଓ ଘାଟ ନବୀକରଣ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପତାକା ଦେଖାଇ CNG ଦ୍ବାରା ପରିଚାଳିତ ୨ଟି ଡଙ୍ଗାର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ । ଉର୍ଜାଗଙ୍ଗା ପ୍ରକଳ୍ପ ବାରାଣସୀକୁ ପ୍ରାକୃତିକ ଗ୍ୟାସ ଯୋଗାଉଛି
- ଗଞ୍ଜାମ ଗୋପାଳପୁରର ଶ୍ରଦ୍ଧା ସଞ୍ଜିବନୀରେ HIV ସଂକ୍ରମିତଙ୍କ ବିବାହ । କନ୍ୟାଦାନ କଲେ ଗଞ୍ଜାମ ଜିଲ୍ଲାପାଳ, ବରପିତା ସାଜିଲେ DCPO । VC ଯୋଗେ ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ