କଟକ ଚୌଦ୍ବାର ଠାରେ ଥିବା ARC ପରିସରରେ ପୁଣି ନିଆଁ । ସେଠାରେ ଥିବା ପଡ଼ିଆରେ ଶୁଖିଲା ଘାସରେ ଲାଗିଛି ନିଆଁ । ନିଆଁ ଲିଭାଇବା ପାଇଁ ୬ଟି ଦମକଳ ବାହିନୀ ନିୟୋଜିତ । ନିଆଁ ଦ୍ବାରା ARCର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା

Facebook Comments

Leave a Reply

Your email address will not be published. Required fields are marked *