ବରଗଡ଼ ଜିଲ୍ଲା ପଦ୍ମପୁରରେ ଯବାନ-ମାଓବାଦୀ ଗୁଳି ବିନିମୟ । ଗୁଳିରେ ଜଣେ କ୍ୟାଡର ମାଓବାଦୀ ନିହତ, AK-47 ରାଇଫଲ ଜବତ । AK-47ର ଗୁଳି, ମାଗାଜିନ ବି ଜବତ; କମ୍ବିଂ ଅପରେସନ ଜାରି । SOG ଓ ଓଡ଼ିଶା ପୋଲିସଙ୍କ ମିଳିତ କମ୍ବିଂ ବେଳେ ଗୁଳି ବିନିମୟ

Facebook Comments

Leave a Reply

Your email address will not be published. Required fields are marked *