IFS ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର । ବାଧ୍ୟତାମୂଳକ ଅବସରକୁ ରାଷ୍ଟ୍ରପତିଙ୍କ ଅନୁମୋଦନ । ୧୯୮୭ ବ୍ୟାଚ୍ IFS ଅଭୟକାନ୍ତ ପାଠକ । ପାଠକଙ୍କ ଅବସର ପାଇଁ ରାଜ୍ୟ ସରକାର ସୁପାରିସ କରିଥିଲେ । ସରକାରୀ ପଦବୀର ଅପବ୍ୟବହାର କରିଥିଲେ ଅଭୟକାନ୍ତ ପାଠକ | ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଶୂନ୍ୟ ସହିଷ୍ଣୁତା ନୀତି

Facebook Comments

Leave a Reply

Your email address will not be published. Required fields are marked *