- କୋରାପୁଟ କୋଲାବ ଧଉଡ଼ାପଦର ଗାଁରେ ବୀଭତ୍ସ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ସ୍ତ୍ରୀଙ୍କ ଦେହରୁ ମୁଣ୍ଡ ଅଲଗା କଲା ମଦ୍ୟପ ସ୍ବାମୀ, କୋଲାବ ଫାଣ୍ଡିରେ ଅଭିଯୁକ୍ତ ସ୍ବାମୀ କାର୍ତ୍ତିକ କମାର ଅଟକ, ମୃତକ ମିଲି କମାରଙ୍କୁ ଦ୍ବିତୀୟ ବିବାହ କରିଥିଲେ ଅଭିଯୁକ୍ତ କାର୍ତ୍ତିକ
- ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୧୨ ଲକ୍ଷ ୬୧ ହଜାର ୭୪୫କୁ ବୃଦ୍ଧି, କୋରୋନା ସଂକ୍ରମିତଙ୍କ ସଂଖ୍ୟା ୫ କୋଟି ୭ ଲକ୍ଷ ୨୨ ହଜାର ଟପିଲା, ସୁସ୍ଥ ହେଲେଣି ୩ କୋଟି ୫୭ ଲକ୍ଷ ୮୬ ହଜାର ୯୭୯ ଆକ୍ରାନ୍ତ, ୧ କୋଟି ୩୬ ଲକ୍ଷ ୭୪ ହଜାର ୫୮ ଆକ୍ରାନ୍ତ ଏବେ ବି ଚିକିତ୍ସାଧୀନ