କୋରାପୁଟରେ ପଣସ ବୋଝେଇ ଟ୍ରକ୍‌ରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ । ଟିକାପୁଟ ଛକରୁ ଜବତ କଲେ ଲମତାପୁଟ ଓ ମାଛକୁଣ୍ଡ ପୋଲିସ । ୩ ଗିରଫ; ୪ଟି ମୋବାଇଲ ଫୋନ, ଟଙ୍କା ଓ ଦଶଚକିଆ ଟ୍ରକ ଜବତ । ମାଛକୁଣ୍ଡରୁ ଆନ୍ଧ୍ରର ଗୁଣ୍ଟୁରକୁ ଚୋରାଚାଲାଣ ହେଉଥିଲା ଗଞ୍ଜେଇ

Facebook Comments

Leave a Reply

Your email address will not be published. Required fields are marked *