କୋରାପୁଟର ଏକଟାପୁଟ ଗାଁରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ । ଏକଟାପୁଟ ଗାଁରେ ଖଡୁ କ୍ରିସାନିଙ୍କ ଘରୁ ଗଞ୍ଜେଇ ଜବତ କଲା ପୋଲିସ । ୧୩ କ୍ବିଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଫେରାର । ନନ୍ଦପୁର SDPOଙ୍କ ନେତୃତ୍ବରେ ହୋଇଥିଲା ଚଢ଼ାଉ

Leave a Reply

Your email address will not be published. Required fields are marked *