Fast News ଖୋର୍ଦ୍ଧା ତୋଟାପଡ଼ାରେ କୂଅରୁ ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ମୃତକ ଜରିପୁଟ ମାଳିସାହି ଗାଁର କଲେଜ ଛାତ୍ରୀ ନୀତୁ ରଣା । ନୀତୁଙ୍କୁ ହତ୍ୟା ପରେ କୂଅରେ ଫିଙ୍ଗାଯାଇଥିବା ପରିବାରର ଅଭିଯୋଗ । ୨ ସନ୍ଦିଗ୍ଧ ଅଭିଯୁକ୍ତ ଅଟକ, ଖୋର୍ଦ୍ଧା ଏସ୍ପିଙ୍କ ତଦନ୍ତ ଜାରି June 25, 2020 admin 0 Comments Facebook Comments