- ନିଆଳି: ପାଟସୁନ୍ଦରପୁର ପଞ୍ଚାୟତର ନୂଆସାହି ଗାଁକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କଲେ କଟକ ଉପଜିଲ୍ଲାପାଳ, ଗାଁରେ କରୋନାରେ ଜଣଙ୍କ ମୃତ୍ୟୁ ଘଟିବା ଓ ୧୪ ପଜିଟିଭ ଚିହ୍ନଟ ପରେ ନିଆଯାଇଛି ଏହି ପଦକ୍ଷେପ, ଆଜି ସକାଳ ୬ଟାରୁ ୪ ତାରିଖ ଯାଏଁ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି
- କୋଭିଡ ଗାଇଡ୍ ଲାଇନ୍ ମାନି ଆଜିଠୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ପୁରୀ ସହରର ବାସିନ୍ଦା, ୩୧ ତାରିଖ ଯାଏଁ ପୁରୀ ସହର ବାସିନ୍ଦାଙ୍କ ଲାଗି ୱାର୍ଡୱାରୀ ଦର୍ଶନ ବ୍ୟବସ୍ଥା ହୋଇଛି