କଟକରେ ପୁଣି ଠାବ ହେଲା ଚୋରା ବନ୍ଧୁକ ରାକେଟ, ୨ ଗିରଫ । ଜଗତସିଂହପୁର ବିରିଡ଼ିର ଦିପୁନା ଓରଫ୍‌ ଅଜିତ ରାୟ ଓ ଗଂଜାମର ଅଜୟ ମହାରଣା ଗିରଫ । ୬ଟି ବନ୍ଧୁକ ଓ ୩୨ଟି ଗୁଳି ଜବତ ହୋଇଥିବା ପୋଲିସ କମିସନରଙ୍କ ସୂଚନା । କଟକ ବିଦ୍ୟାଧରପୁର ଅଞ୍ଚଳରୁ ଗିରଫ କଲା କମିସନରେଟ ପୋଲିସ

Facebook Comments

Leave a Reply

Your email address will not be published. Required fields are marked *