- ସାଧାରଣତନ୍ତ୍ର ଦିବସରେ ଚାଷୀଙ୍କ ଆନ୍ଦୋଳନ ଚରମ ସୀମାରେ, ଭଙ୍ଗାରୁଜା, ଗଣ୍ଡଗୋଳ, କବଜାରେ ଲାଲକିଲ୍ଲା , ନିୟନ୍ତ୍ରଣ କରିବାକୁ ଯାଇ ନାକେଦମ୍ ପୋଲିସ
- ଦିଲ୍ଲୀରେ କୃଷକ ଆନ୍ଦୋଳନ ବେଳେ ହିଂସା ଘଟଣା । ୩୭ କୃଷକ ନେତାଙ୍କ ନାଁରେ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ । ଭାରତୀୟ କିଷାନ ୟୁନିଅନର ମୁଖପାତ୍ର ରାକେଶ ଟିକାୟତଙ୍କ ନାଁରେ ମାମଲା । ମେଧା ପାଟକର ଓ ଯୋଗେନ୍ଦ୍ର ଯାଦବଙ୍କ ନାଁରେ ବି ମାମଲା ରୁଜୁ । ହତ୍ୟା ଉଦ୍ୟମ, ହିଂସା, ଡକାୟତି ଭଳି ୧୩ଟି ସଙ୍ଗୀନ ଦଫା ଲାଗିଲା