- ଏମଏସ ଧୋନିଙ୍କୁ ମିଳିଲା ଦଶନ୍ଧିର ଆଇସିସି ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର | ବିରାଟ କୋହଲିଙ୍କୁ ଦଶନ୍ଧିର ଶ୍ରେଷ୍ଠ ପୁରୁଷ ODI କ୍ରିକେଟର ପୁରସ୍କାର । ସାର ଗ୍ୟାରୀ ସୋବର୍ସ ଆୱାର୍ଡ ବି ପାଇଲେ ବିରାଟ କୋହଲି
- ଭୁବନେଶ୍ବର ମହାନଗର ଅଞ୍ଚଳରେ ଜିରୋ ନାଇଟ୍ ବାରଣ । ଜିରୋ ନାଇଟ ବାରଣ ନେଇ BMC କମିସନରଙ୍କ ନିର୍ଦ୍ଦେଶନାମା ।ହୋଟେଲ, କ୍ଲବ, କନଭେନସନ ହଲ, କଲ୍ୟାଣ ମଣ୍ଡପରେ ମନା । ନିଜ ଘରେ ପରିବାର ସହ ନୂଆବର୍ଷ ପାଳିବାକୁ BMCର ନିର୍ଦ୍ଦେଶ