ହାଇଦ୍ରାବାଦରେ ଲଗାଣ ବର୍ଷାରେ ୧୪ ମୃତ, ୩୦ ଜଣ ନିଖୋଜ । ପୁରୁଣା ସହରରେ କାନ୍ଥ ଭୁଶୁଡ଼ି ୯, ବନ୍ୟା ଜଳରେ ଭାସିଯାଇ ୨ ମୃତ । ବନ୍ୟା ଜଳରେ ୩ ଡଜନରୁ ଅଧିକ ଗାଡ଼ି ଭାସି ଯାଇଥିବା ସୂଚନା । ଗ୍ରେଟର ହାଇଦ୍ରାବାଦ ମୁନିସିପାଲିଟିରେ ୨ ଦିନ ଛୁଟି ଘୋଷଣା । ୨ ଦିନ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଘରେ ରହିବାକୁ ଲୋକଙ୍କୁ ପରାମର୍ଶ

Facebook Comments

Leave a Reply

Your email address will not be published. Required fields are marked *