- କଟକ ଓ ବଲାଙ୍ଗିର ବେଲପଡ଼ା ବ୍ଲକ୍ରେ ଜିଲ୍ଲା ପରିଷଦ ଉପନିର୍ବାଚନ । ୨ଟି ଯାକ ଜୋନ୍ରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟୀ ।
- ୩୨୧୦ କୋଟି ଟଙ୍କାର ୧୫ଟି ନୂଆ ପ୍ରକଳ୍ପକୁ ମଞ୍ଜୁରି, ଓଭର ସାଇଟ୍ ଅଥରିଟି ପକ୍ଷରୁ ମିଳିଲା ମଞ୍ଜୁରି, ଏବେ ସୁଦ୍ଧା OMBADCରେ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ପ୍ରକଳ୍ପରେ ୧୪,୩୩୦ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇସାରିଛି