ବିଭିନ୍ନ ଛାତ୍ରାବାସ ଅନ୍ତେବାସୀଙ୍କ ପାଇଁ BMCର ଗାଇଡଲାଇନ୍ । ପରୀକ୍ଷା ସରିଥିବା ଓ ପରୀକ୍ଷା ନଥିବା ପିଲାଙ୍କୁ ହଷ୍ଟେଲ ଛାଡ଼ିବାକୁ ପରାମର୍ଶ । ଅଭିଭାବକଙ୍କୁ ଏ ନେଇ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଜଣାଇବାକୁ ନିର୍ଦ୍ଦେଶ । କୋଭିଡ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ BMC ପକ୍ଷରୁ ଗାଇଡଲାଇନ ଜାରି

Facebook Comments

Leave a Reply

Your email address will not be published. Required fields are marked *