ନବରଙ୍ଗପୁର ଉମରକୋଟରେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଚିକଲପଦର ରାସ୍ତାରୁ ମହିଳା ସିପ୍ରା ବିଶ୍ବାସଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର । ହତ୍ୟା ପରେ ସ୍ବାମୀ ବିପ୍ଳବର ଉମରକୋଟ ଥାନାରେ ଆତ୍ମସମର୍ପଣ । ମୃତଦେହ ଓ ମହିଳାଙ୍କ ବ୍ୟାଗ୍‌ ଉଦ୍ଧାର କଲା ପୋଲିସ

Facebook Comments

Leave a Reply

Your email address will not be published. Required fields are marked *