ଭିଜିଲାନ୍ସ ହାତରେ ଧରାପଡ଼ିଲେ ଢେଙ୍କନାଳ ନିହଲପ୍ରସାଦ ଥାନା IIC । ଲାଞ୍ଚ ନେବା ବେଳେ ଧରା ପଡ଼ିଲେ IIC ଚିତ୍ତରଞ୍ଜନ ବେହେରା । ଯୌତୁକ ନିର୍ଯାତନା ମାମଲା ରଫାଦଫା କରିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ

Facebook Comments

Leave a Reply

Your email address will not be published. Required fields are marked *