ପୋଲିସ ହାତରେ ଅନ୍ତଃରାଜ୍ୟ ଚୋରା ବନ୍ଧୁକ ରାକେଟ୍‌ । ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କଲା ଚାଉଳିଆଗଞ୍ଜ ପୋଲିସ । ୫୦ ରାଉଣ୍ଡ ଗୁଳି, ୫ଟି ବନ୍ଧୁକ ଜବତ କଲା ପୋଲିସ । ୮ଟା ମୋବାଇଲ ଓ ଗୋଟିଏ କାର୍‌ ଜବତ କଲା ପୋଲିସ । କଟକ ଓ ଭୁବନେଶ୍ବରରେ ଅଛି ବହୁ ଆପରାଧିକ ମାମଲା

Facebook Comments

Leave a Reply

Your email address will not be published. Required fields are marked *