ଆସନ୍ତାକାଲିଠୁ କଟକରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । ଧର୍ମାନୁଷ୍ଠାନକୁ ପ୍ରବେଶ ପାଇଁ କୋଭିଡ୍‌ ରିପୋର୍ଟ ବାଧ୍ୟତାମୂଳକ ନୁହେଁ । ଧର୍ମାନୁଷ୍ଠାନକୁ ପ୍ରବେଶ ପାଇଁ ଥର୍ମାଲ ସ୍କ୍ରିନିଂ ଓ ମାସ୍କ ବାଧ୍ୟତାମୁଳକ । ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ ବୟସ୍କ ପାଇଁ ଅନୁମତି ନାହିଁ

Facebook Comments

Leave a Reply

Your email address will not be published. Required fields are marked *