- ଏଥର ଜାନୁଆରି ୨୬ରେ ଦିଲ୍ଲୀ ରାଜପଥରେ ଉଡ଼ିବ ରାଫେଲ୍ ଜେଟ୍ । ଏଥର ପରେଡ୍ରେ ସାମିଲ ହେବ ୩୨ଟି ପ୍ରଜ୍ଞାପନ ମେଢ଼ । ସାହସୀ ପିଲାଙ୍କୁ ଏଥର ରାଜପଥକୁ ନିଆଯିବ ନାହିଁ: ସୂତ୍ର । ଏବର୍ଷ ଦେଖିବାକୁ ମିଳିବନି ବାଇକ୍ ଉପରେ ଯବାନଙ୍କ ଷ୍ଟଣ୍ଟ । ଏଥର ପରେଡ୍ରେ ସାମିଲ ହେବ ୨୩ଟି ବ୍ୟାଣ୍ଡ
- ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜବତ ହେଲା ବନ୍ଧୁକ ଏୟାର ଏସିଆରେ ବାଙ୍ଗାଲୁରୁ ଯାତ୍ରା କରୁଥିବା ଯାତ୍ରୀଙ୍କ ନିକଟରୁ ବନ୍ଧୁକ ଜବତ