ଭୁବନେଶ୍ବର ନୟାପଲ୍ଲୀ ଉସ୍ତି ହସ୍ପିଟାଲରେ ରୋଗୀ ମୃତ୍ୟୁରୁ ଉତ୍ତେଜନା । ମାତ୍ରାଧିକ ନିଶ୍ଚେତକ ଦେବାରୁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ । ହାତ ଭାଙ୍ଗିଯିବାରୁ ଅସ୍ତ୍ରୋପଚାର ପାଇଁ ଆସିଥିଲା ୧୩ ବର୍ଷର ବାଳକ । ମୃତ ବାଳକ ଶୁଭମ୍‌ ପଣ୍ଡାଙ୍କ ଘର ଭୁବନେଶ୍ବର ଭରତପୁର ଅଞ୍ଚଳରେ

Leave a Reply

Your email address will not be published. Required fields are marked *