ପୁରୀବାସୀଙ୍କ ସହ ଜଗା ଦର୍ଶନ କରିବେ ପୁରୀରେ ରହୁଥିବା କର୍ମଜୀବୀ, ୩୧ ତାରିଖ ଭିତରେ ଦର୍ଶନ ପାଇଁ ଅନୁମତି, ଏଥିପାଇଁ ନିଯୁକ୍ତି ଦାତାଙ୍କ ପ୍ରମାଣପତ୍ର ଆବଶ୍ୟକ, ଭଡାଟିଆ ମଧ୍ୟ ଘରମାଲିକଙ୍କଠାରୁ ସ୍ବୀକୃତି ପତ୍ର ନେଇ କରିବେ ଦର୍ଶନ, ଜିଲ୍ଲାପାଳଙ୍କ ସୂଚନା: ଖୁବଶୀଘ୍ର ଆରମ୍ଭ ହେବ ଏହି ବ୍ୟବସ୍ଥା

Facebook Comments

Leave a Reply

Your email address will not be published. Required fields are marked *