ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ଚାଷୀଙ୍କୁ ମିଳିବ ‘କାଳିଆ’ ଟଙ୍କା । ଆଜି ଅପରାହ୍‌ଣ ୫ଟାରେ ଚାଷୀଙ୍କୁ KALIA ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୂମିହୀନଙ୍କୁ ୨୫୦୦, କ୍ଷୁଦ୍ର ଚାଷୀଙ୍କୁ ୨ ହଜାର ଲେଖାଏଁ ମିଳିବ। ୩୬ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଯିବ ପ୍ରାୟ ୯୦୦ କୋଟି ଟଙ୍କା

Facebook Comments

Leave a Reply

Your email address will not be published. Required fields are marked *