କଟକ ଚୌଦ୍ବାର ସ୍ଥିତ ଇମ୍ଫାର ଜମି ଜବରଦଖଲ ପ୍ରସଙ୍ଗ, କମ୍ପାନୀ ପରିସରରେ ଥିବା ୧୩ ଏକର ୭ ଡିସିମିଲ ଜମିକୁ ନେଇ ପୁଣି ବିବାଦ, ଜବରଦଖଲ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ସ୍ଥାନୀୟ ବାସିନ୍ଦା, ୨୦୧୫ରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ସରକାରୀ ଖାତାକୁ ଫେରିଥିଲା ଜମି

Facebook Comments

Leave a Reply

Your email address will not be published. Required fields are marked *