ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ୭ଟି ଲ୍ୟାଣ୍ଡମାଇନ ଜବତ । ଯୋଡାଆମ୍ବ-ଗୁରାସେତୁ ରାସ୍ତାରୁ ଲ୍ୟାଣ୍ଡମାଇନ ଜବତ କଲା ବିଏସଏଫ । ବମ୍ ସ୍କ୍ୱାର୍ଡ ଦ୍ୱାରା ବୋମା ନିସ୍କ୍ରିୟ, ଟଳିଲା ବଡ ବିପଦ । କୁମ୍ବିଂ ଅପରେସନ ବେଳେ ବୋମା ଠାବ କରିଥିଲେ ଯବାନ ।

Leave a Reply

Your email address will not be published. Required fields are marked *