ରାଜଧାନୀର ରାସ୍ତାରେ ଜୀବନ ଜୀବିକାର ପସରା

କରୋନା ମହାମାରୀ ପରେ ଧୀରେ ଧୀରେ ସ୍ଵାଭାବିକ ହେଉଛି ଜୀବନ ଜୀବିକା | ହେଲେ ବି ଆଗ ଭଳି ଆଉ ସେମିତି ପରିସ୍ଥିତି ନାହିଁ | ବହୁ ମାତ୍ରାରେ ବଦଳି ଯାଇଛି ଜୀବନର ପରିଭାଷା, ଜୀବିକାର ପରିସୀମା | ଆଜି ଏମିତି ଦୁଇଜଣଙ୍କୁ ଭେଟିଥିଲୁ ଆମେ | ରାଜଧାନୀର ରାସ୍ତା କଡରେ ଅନିଶ୍ଚିନ୍ତତାର ଜୀବିକା ସାହାରାରେ ଜୀବନ କୁ ଖୋଜୁଛନ୍ତି ଏମାନେ |

Facebook Comments

Leave a Reply

Your email address will not be published. Required fields are marked *