ମେ ୩ ଓ ୪ରେ ଦିନ ୨ଟା ପରେ ବନ୍ଦ ହେବନି ଦୋକାନ, ବ୍ୟବସାୟୀ ସଂଘର ପୂର୍ବ ନିଷ୍ପତ୍ତି ପ୍ରତ୍ୟାହୃତ । ଏହି ୨ ଦିନ ନାଇଟ୍‌ କର୍ଫ୍ୟୁ ଜାରି ହେବା ଯାଏ ଖୋଲା ରହିବ ଦୋକାନ । ରାଜ୍ୟରେ ୧୪ ଦିନିଆ ଲକ୍‌ଡାଉନ ଘୋଷଣାକୁ ଦୃଷ୍ଟିରେ ରଖି ବଦଳିଲା ସଂଘର ନିଷ୍ପତ୍ତି ।

Facebook Comments

Leave a Reply

Your email address will not be published. Required fields are marked *