ବାଲେଶ୍ବର ଚାନ୍ଦିପୁରରେ ପୃଥ୍ବୀ-୨ର ରାତ୍ରୀକାଳୀନ ପରୀକ୍ଷଣ, ୩ ସପ୍ତାହ ମଧ୍ୟରେ ଏହା ପୃଥ୍ବୀ-୨ର ଦ୍ବିତୀୟ ରାତ୍ରୀକାଳୀନ ପରୀକ୍ଷା, ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ବୀ-୨ର ଲକ୍ଷ୍ୟଭେଦ କ୍ଷମତା ୩୫୦ କିମି, ହଜାରେ କେଜି ଓଜନର ଯୁଦ୍ଧାସ୍ତ୍ର ବହନ କରିପାରିବ ପୃଥ୍ବୀ-୨, ଗତ ୪୦ ଦିନରେ ୧୧ଟି କ୍ଷେପଣାସ୍ତ୍ରର ପରୀକ୍ଷା କରିଛି DRDO

Leave a Reply

Your email address will not be published. Required fields are marked *