କାଲିଠୁ ରାଜ୍ୟରେ କୋଭିଡ ଟିକା ପ୍ରଦାନ ନେଇ ମକଡ୍ରିଲ । ରାଜ୍ୟରେ ୧୦ ଦିନ ପର୍ଯ୍ୟନ୍ତ ଚାଲିବ ମକଡ୍ରିଲ । ମକଡ୍ରିଲ ପରେ ଟିକା ଦେବା କାର୍ଯ୍ୟ ଆରମ୍ଭ ହେବ । ରାଜ୍ୟ କୋଭିଡ ପରିଚାଳନା କମିଟି ମୁଖପାତ୍ର ଜୟନ୍ତ ପଣ୍ଡାଙ୍କ ସୂଚନା

Facebook Comments

Leave a Reply

Your email address will not be published. Required fields are marked *