ପୁରୀରେ ପ୍ରାତଃ ଓ ସାଂଧ୍ୟ ଭ୍ରମଣ ଉପରେ ଲାଗିଲା କଟକଣା । ସକାଳ ୬ଟା ପରେ ଓ ସଂଧ୍ୟାରେ ବୁଲିଲେ ଆଦାୟ ହେବ ଜରିମାନା ।ଲକ୍‌ଡାଉନ ନିୟମ ଉଲ୍ଲଂଘନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ: SP । ପୁରୀରେ ଦିନକରେ ୭୦୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

Facebook Comments

Leave a Reply

Your email address will not be published. Required fields are marked *