ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ MSME ବାଣିଜ୍ୟ ମେଳା ଉଦ୍‌ଘାଟିତ । ବାଣିଜ୍ୟ ମେଳା ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାର୍ଚ ୯ ତାରିଖ ଯାଏ ଚାଲିବ ଏ ବର୍ଷର ବାଣିଜ୍ୟ ମେଳା । ଏବର୍ଷ ମେଳାର ବିଷୟବସ୍ତୁ- ‘ଗଢ଼ିବା, ବଢ଼ିବା ଓ ସମୃଦ୍ଧ ହେବା’

Facebook Comments

Leave a Reply

Your email address will not be published. Required fields are marked *