- ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କୋରୋନା । କୋରୋନା ମୃତ୍ୟୁ ସଂଖ୍ୟା ୧୮୯୯କୁ ବୃଦ୍ଧି | ୧୭୮ କୋରୋନା ଆକ୍ରାନ୍ତ ଚିହ୍ନଟ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୧୨୭ ଚିହ୍ନଟ । ୩ ଲକ୍ଷ ୨୯ ହଜାର ୮୮ ସୁସ୍ଥ, ୨ ହଜାର ୮୭ ଚିକିତ୍ସିତ
- ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ । ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଦିଆଗଲା ପ୍ରଥମ ଟିକା । ଟିକା ନେବା ପରେ ସେ ଅବଜରଭେସନ ରୁମ୍ରେ ଅଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା । କାଲି ରବିବାର ଥିବାରୁ ଦିଆଯିବ ନାହିଁ ଟିକା