ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଏକ ଜାତୀୟ ଗଣମାଧ୍ୟମ ଦ୍ଵାରା ହୋଇଥିବା ସର୍ଭେରେ ହୋଇଛନ୍ତି ନମ୍ବର ୧ | ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭୁବନେଶ୍ବରର ବିଜେଡି ବିଧାୟକ ଓ କର୍ମୀ ନବୀନ ନିବାସ ଯାଇ ଜଣାଇଲେ ଅଭିନନ୍ଦନ ।

Facebook Comments

Leave a Reply

Your email address will not be published. Required fields are marked *