ସୁପ୍ରିମ୍‌ କୋର୍ଟରେ ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ନାବାଳିକାର ମାଆଙ୍କ ଆବେଦନ ଉପରେ ସୁପ୍ରିମ୍‌ କୋର୍ଟଙ୍କ ନୋଟିସ୍‌ । ଜବାବ ଦାଖଲ ପାଇଁ CBIକୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌ କୋର୍ଟ । ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ ନାବାଳିକାର ମାଆ

Facebook Comments

Leave a Reply

Your email address will not be published. Required fields are marked *