ସାରା ଦେଶରେ ୪ ମାସ ପାଇଁ ଘୁଞ୍ଚିଲା NEET-PG ପରୀକ୍ଷା । ପରୀକ୍ଷା ସ୍ଥଗିତ ରଖିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା । MBBS ଶେଷ ବର୍ଷ ଛାତ୍ରଙ୍କୁ ଟେଲି ପରାମର୍ଶ ସେବାରେ ନିୟୋଜିତ କରାଯିବ । BSc/GNM ପାସ୍‌ କରିଥିବା ପିଲାଙ୍କୁ କୋଭିଡ ନର୍ସିଂରେ ନିୟୋଜିତ କରାଯିବ ।

Facebook Comments

Leave a Reply

Your email address will not be published. Required fields are marked *