କୋଭିଡର ନୂଆ ଷ୍ଟ୍ରେନକୁ ନେଇ ଗାଇଡଲାଇନ୍ସ ଜାରି କଲେ ସରକାର । ଭୁବନେଶ୍ବର ILSରେ ହେବ କୋଭିଡ ନୂଆ ଷ୍ଟ୍ରେନର ପରୀକ୍ଷା । କେମିତି କରିବେ ସାମ୍ପଲ ସଂଗ୍ରହ ସେନେଇ ଗାଇଡଲାଇନ୍ ଜାରି କଲେ ସରକାର । ପରୀକ୍ଷା ଓ ପରିବହନ ପାଇଁ ବି ଗାଇଡଲାଇନ୍ ଜାରି । ସବୁ ଜିଲ୍ଲାପାଳ ଓ CDMOମାନଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଚିଠି

Facebook Comments

Leave a Reply

Your email address will not be published. Required fields are marked *