ନୂଆବର୍ଷରୁ ନୂଆ ୟୁନିଫର୍ମ ପିନ୍ଧିଲେ ଅଗ୍ନିଶମ କର୍ମଚାରୀ । ଏହି ପୋଷାକ ଅଗ୍ନି ପ୍ରତିରୋଧକ, ଏଥିରେ ରହିଛି ୩ଟି ସ୍ତର । ଟ୍ବିନ୍‌ ସିଟିର କର୍ମଚାରୀଙ୍କ ପାଇଁ ଆସିଲା ୧୭୦୦ ପୋଷାକ । ପରେ ଅନ୍ୟ ଜିଲ୍ଲାର କର୍ମଚାରୀମାନେ ମଧ୍ୟ ଏହି ୟୁନିଫର୍ମ ପିନ୍ଧିବେ

Facebook Comments

Leave a Reply

Your email address will not be published. Required fields are marked *