- ପରୀକୁ ନ୍ୟାୟ ପାଇଁ ଦିଲ୍ଲୀ ଓଡ଼ିଶା ଭବନ ସାମ୍ନାରେ BJP ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ବରେ ଆନ୍ଦୋଳନ । ଆବାସିକ କମିସନରଙ୍କ କାର୍ଯ୍ୟାଳୟ ଆଗରେ ବି ଆନ୍ଦୋଳନ । ପରୀକୁ ନ୍ୟାୟ ଓ କୃଷିମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ
- ୧୫ ଡିଗ୍ରୀ ତଳେ ରାଜ୍ୟର ୧୧ ସହରର ତାପମାତ୍ରା । ୯ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଥଣ୍ଡା ସହର । ଦାରିଙ୍ଗବାଡି ୯.୫, ଅନୁଗୁଳ ୧୦.୬, ଫୁଲବାଣୀ ୧୧.୩, କେନ୍ଦୁଝର ୧୨, ବାରିପଦା ୧୨.୪, ଭବାନୀପାଟଣା ୧୨.୮, କୋରାପୁଟ ୧୩, ଝାରସୁଗୁଡା ୧୩.୨, ବଲାଙ୍ଗିର ୧୪, କଟକ ୧୪.୮, ଭୁବନେଶ୍ବର ତାପମାତ୍ରା ୧୬ ଡିଗ୍ରୀ ସେଲ୍ସିୟସ୍