- ଟିକାକରଣ ସମ୍ପର୍କିତ ବୈଠକ ପରେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା | ରାଜ୍ୟର ୧୬୦ ସେସନସାଇଟରେ ହେବ ଟିକାକରଣ । ପ୍ରତି ସ୍ଥାନରେ ୧୦୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା । ଟିକାକରଣ ପାଇଁ ରାଜ୍ୟକୁ ପର୍ଯ୍ୟାୟକ୍ରମେ ଆସୁଛି ଉପକରଣ । ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ଉପଲବ୍ଧ ଅଛି ଉପକରଣ
- ବାଲେଶ୍ବରରେ ଗଭୀର ସମୁଦ୍ରରେ ମାଛ ଚାଷ ପ୍ରକଳ୍ପ ଶୁଭାରମ୍ଭ । ଶୁଭାରମ୍ଭ ବେଳେ ମଞ୍ଚକୁ ଗଲେ ନାହିଁ ବିଧାୟକ ସ୍ବରୂପ ଦାସ । ବ୍ୟାନରରେ ନାଁ ନ ଥିବାରୁ ମଞ୍ଚକୁ ଗଲେ ନାହିଁ ବିଧାୟକ । ଶୁଭାରମ୍ଭ ବେଳେ ପୁଣି ବିଜେପି-ବିଜେଡି କର୍ମୀ ମୁହାଁମୁହିଁ