ଜାନୁଆରି ୨୧ରୁ ପୁରୀ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଦରକାର ହେବନି କୋଭିଡ୍‌ ରିପୋର୍ଟ । ୨୧ ତାରିଖରୁ ସକାଳ ୭ଟାରୁ ଲୋକେ କରି ପାରିବେ ଦର୍ଶନ । ୨୧ ତାରିଖ ପରଠୁ ୩୦ ହଜାର ଲୋକେ କରି ପାରିବେ ଦର୍ଶନ | ବୃଦ୍ଧବୃଦ୍ଧାଙ୍କ ପାଇଁ ଏକ ସ୍ବତନ୍ତ୍ର ଲାଇନ୍‌ କରାଯିବ । ସମୀକ୍ଷା ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା

Facebook Comments

Leave a Reply

Your email address will not be published. Required fields are marked *