ପ୍ରଥମ ପର୍ଯ୍ୟାୟ କୋଭିଡ୍‌ ଟିକାକରଣରେ ଓଡ଼ିଶା ନମ୍ବର-୨। ଟିକାକରଣ କ୍ଷେତ୍ରରେ ପ୍ରଦର୍ଶନ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ସୂଚନା। ସାରା ଦେଶରେ ଲାକ୍ଷାଦ୍ବୀପ ତଳକୁ ରହିଛି ଓଡ଼ିଶାର ସ୍ଥାନ। ପ୍ରଥମ ପର୍ଯ୍ୟାୟ ଟିକାକରଣରେ ୩ ନମ୍ବରରେ ହରିୟାଣା। ଟିକାକରଣରେ ପଛରେ ଅଛନ୍ତି ଝାଡ଼ଖଣ୍ଡ, ଦିଲ୍ଲୀ, ତାମିଲନାଡୁ

Facebook Comments

Leave a Reply

Your email address will not be published. Required fields are marked *