- କଟକ ଚୌଦ୍ବାର ARC ପରିସରରେ ଲାଗିଲା ନିଆଁ । ଘାସ ପଡ଼ିଆରେ ଲାଗିଛି ନିଆଁ, ୨ଟି ଦମକଳ ନିୟୋଜିତ । ARCରେ ଥିବା ଗୋଳାବାରୁଦ ଗୋଦାମ ସୁରକ୍ଷିତ: ଅଗ୍ନିଶମ ଅଧିକାରୀ
- କାଲିଠୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ଦିନ ୧୧ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ । କାଲି ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ଫେବ୍ରୁଆରି ୧ରେ ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ। କୋଭିଡ ଦୃଷ୍ଟିରୁ ପ୍ରସ୍ତୁତିର ସମୀକ୍ଷା କଲେ ବାଚସ୍ପତି ଓମ୍ ବିର୍ଲା