ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର । ଲିଟର ପିଛା ପେଟ୍ରୋଲ ୨୧ ଓ ଡିଜେଲ ୧୭ ପଇସା ବୃଦ୍ଧି । ଲଗାତାର ୨୦ ଦିନ ହେଲା ବଢୁଛି ପେଟ୍ରୋଲ ଓ ଡିଜେଲ ଦର । ୨୦ ଦିନରେ ପେଟ୍ରୋଲ ୮.୮୭ ଓ ଡିଜେଲ ୧୦.୮୦ ଟଙ୍କା ବୃଦ୍ଧି

Facebook Comments

Leave a Reply

Your email address will not be published. Required fields are marked *