ବ୍ରହ୍ମପୁର ଅନାଥ ଶିଶୁର ବଦଳିଲା ଭାଗ୍ୟ । ଉଦ୍ଧାର ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କଲେ ଇଟାଲୀ ଦମ୍ପତି । ଗଞ୍ଜାମ ଜିଲ୍ଲାର ଏକ ପରିତ୍ୟକ୍ତ ସ୍ଥାନରୁ ୪ ଡିସେମ୍ବର ୨୦୧୭ରେ ଉଦ୍ଧାର ହୋଇଥିଲା ଶିଶୁ କନ୍ୟା । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ଶିଶୁ ହସ୍ତାନ୍ତର

Facebook Comments

Leave a Reply

Your email address will not be published. Required fields are marked *