Fast News ନୟାଗଡ଼ର ବହୁଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ପୋକ୍ସୋ କୋର୍ଟରେ ଅଭିଯୁକ୍ତ ସରୋଜକୁ ହାଜର କଲା SIT । ସରୋଜର ନାର୍କୋ ଟେଷ୍ଟ ପାଇଁ ଆବେଦନ କରିଥିଲା କ୍ରାଇମ୍ବ୍ରାଞ୍ଚ । କୋର୍ଟରୁ ନୟାଗଡ଼ ଉପଖଣ୍ଡ ଜେଲ୍ ଯିବା ବେଳେ ସରୋଜର ପ୍ରତିକ୍ରିୟା । ମୁଁ ନିର୍ଦୋଷ, କିଛି ଜାଣିନି, ମୋତେ ଫସାଇ ଦିଆଯାଇଛି: ସରୋଜ January 4, 2021 admin 0 Comments Facebook Comments