କିନ୍ନରଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ BMCର ପଦକ୍ଷେପ, ଆଜି ଅନ୍ୟ ଏକ କିନ୍ନର ଗୋଷ୍ଠୀକୁ ପାର୍କିଂ ଫି ସ୍ଲଟ ଦେଲା BMC, ପୂର୍ବରୁ ଗୋଟିଏ ଗୋଷ୍ଠୀକୁ ହୋଲଡିଂ ଟ୍ୟାକ୍ସ ଓ ପାର୍କିଂ ଫି ଦାୟିତ୍ବ ଦିଆଯାଇଥିଲା | ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ପ୍ରତିକ୍ରିୟା, ଏହା ଦ୍ବାରା କିନ୍ନରମାନେ ଭିକ୍ଷାବୃତ୍ତିରୁ ନିବୃତ ରହିବା ସହ ଆର୍ଥିକ ସ୍ବଚ୍ଛଳ ହେବେ

Facebook Comments

Leave a Reply

Your email address will not be published. Required fields are marked *