- ଜଗତସିଂହପୁର ଜିଲ୍ଲାପାଳଙ୍କ ଅଫିସ୍ର କିରାଣିଙ୍କ ଘରେ ଭିଜିଲାନ୍ସ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ, ବରିଷ୍ଠ କିରାଣି ସଞ୍ଜୁକ୍ତା ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ, ସଞ୍ଜୁକ୍ତାଙ୍କ ଗାଁ ସାତପୁରା ସମେତ ବିଭିନ୍ନ ସ୍ଥାନରେ ଚଢାଉ ଜାରି, କଟକ ଓ ଜଗତସିଂହପୁର ଜିଲ୍ଲାରେ ୨ଟି ଟିମ୍ର ଚଢ଼ାଉ
- ଭୁବନେଶ୍ବରରେ ନାବାଳିକା ଗଣଦୁଷ୍କର୍ମ ମାମଲା, ଆଜି ହାଜର ହେବେ ଓଟିଭି ଏମ୍ଡି ଜଗିମଙ୍ଗତ ପଣ୍ଡା, ରାଜ୍ୟ ଶିଶୁ ଅଧିକାର ସରକ୍ଷା ଆୟୋଗ ନିକଟରେ ହାଜର ହେବେ