ନୀଳଗିରି: ନିମପାଳ ନିକଟରେ କାର୍ ଭିତରେ ଯୁବକଙ୍କ ମୃତ୍ୟୁ; ସାଙ୍ଗମାନଙ୍କ ସହ ପୁରୀରୁ ଫେରିବା ବାଟରେ ଯୁବକଙ୍କ ମୃତ୍ୟୁ; ଦୁଇ ଦିନ ତଳେ ପୁରୀ ବୁଲିବାକୁ ଯାଇଥିଲେ ବାରିପଦାର ଯୁବକ; ଚେତାଶୂନ୍ୟ ହେବା ପରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା; ଡାକ୍ତର ମୃତ ଘୋଷଣା କରିବା ପରେ ଉତ୍ତେଜନା

Facebook Comments

Leave a Reply

Your email address will not be published. Required fields are marked *