- ବୌଦ୍ଧ ପୁରୁଣାକଟକ ଥାନା କରଡ଼ାକୋଠାରେ ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍କୁ ଧକ୍କା ଦେଲା କାର୍: ବାପାଙ୍କ ଶେଷକୃତ୍ୟ ସାରି ପୁରୀରୁ ଫେରୁଥିବା ପୁଅ ମୃତ, ଅନ୍ୟ ୪ ସଂପର୍କୀୟ ଗୁରୁତର, ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ମୃତକ-ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳର ଅରୁଣ ମେହେର ।
- ସଚିନ ଓ ସେହୱାଗଙ୍କ ଯୋଡି ଦେଖାଇଲେ ଯାଦୁ : ବାଂଲାଦେଶ ଲିଜେଣ୍ଡସ ୧୦ ୱିକେଟ୍ରେ ପରାସ୍ତ